କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲରେ ରାତି ଅଧିଆ ଚଢ଼ାଉ ବେଳେ ମାଲାକାନଗିରି ପୁଲିସକୁ ହଟହଟା ହେବାକୁ ପଡ଼ିଛି।
ପୁଲିସ ଫାଙ୍କ ଗୁଳି ଚାଳନା କରିଥିବା ଅଭିଯୋଗ କରି ଗ୍ରାମବାସୀ ଆକ୍ରମଣ କରିଥିଲେ। ଏହା ପରେ ପୁଲିସ ଟିମ ଫେରି ଆସିଥିଲା।
Credible Local News of Odisha