ରାତିରେ ବରପାଲି ଶୀତଳ ଷଷ୍ଠୀର ପ୍ରସ୍ତୁତି ବୈଠକ

ଶୀତଳ ଷଷ୍ଠୀ କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିଙ୍କ ସଭାପତିତ୍ୱରେ ବୈଠକ କ୍ଳବ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସଭ୍ୟଙ୍କ ବିୟୋଗରେ ନିରବ ପ୍ରାର୍ଥନା ହୋଇଥିଲା ।

ସଂପାଦକ ଜୟନ୍ତ ତ୍ରିପାଠୀ ଗତବର୍ଷ ଆୟବ୍ୟୟ ପଠନ କରିଥିଲେ । ଷଷ୍ଠୀ ଉପରେ ସବିଶେଷ ଆଲୋଚନା ହୋଇଥିଲା । ପରେ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା । କନ୍ୟା ପକ୍ଷରୁ ତିଳକ ଧାର୍ଯ୍ୟ କରାଯାଇଥିଲା । ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes