ରାଢ଼ରେ ହନୁମାନ ଜୟନ୍ତୀ ଉତ୍ସଵ ପାଳିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ରାଢ଼ ଗ୍ରାମରେ ଆଜି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଆଜି ପବିତ୍ର ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସର ରେ ରାଢ଼ ଗ୍ରାମରେ ପ୍ରସିଦ୍ଧ ବୀର ହନୁମାନ ମନ୍ଦିରରେ ଜୟନ୍ତୀ ଉତ୍ସବ ପାଳିତ ହୋଇଛି ।

ସନ୍ଧ୍ୟାରେ ଆଳତି ପରେ ଚାଲିଛି ଭଜନ କୀର୍ତ୍ତନ ରାମ ନାମ ରେ ପ୍ରକମ୍ପିତ ହେଉଛି ଗ୍ରାମ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes