ଚିନ୍ତନ ଶିବିରରୁ ଫେରିଲା ପରେ ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚିନ୍ତନ ଶିବିରରେ ସଂଗଠନ, ରାଜନୀତି, ଅର୍ଥନୀତି ଆଦି ୬ଟି ବିଷୟରେ ଆଲୋଚନା ହୋଇଛି।
ଦଳ ପରିବାରରୁ ଜଣଙ୍କୁ ଟିକେଟ୍ ଦେବ୍। ପ୍ରିୟଙ୍କା ଗାନ୍ଧିଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି, ହେଲେ କେବେ ଆସିବେ ଚୂଡ଼ାନ୍ତ ହୋଇନି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି।