ରାଜ୍ୟସ୍ତରୀୟ  ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ

ତାଳଚେର ଦେଉଳବେଡ଼ା ସ୍ଥିତ ମଙ୍ଗଳମ୍ କ୍ଲବର ସମ୍ମିଳନୀ କକ୍ଷ ଠାରେ ଆଜି ଏକ ରାଜ୍ୟସ୍ତରୀୟ  ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।

ଉତର କେନ୍ଦ୍ରାଂଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes