ରାଜ୍ୟର ସମବାୟ ବ୍ୟାଙ୍କରେ ଏପର୍ଯ୍ୟନ୍ତ ୮୮୦.୧୪ ଲକ୍ଷ ଟଙ୍କାର ଋଣ ଜାଲିଆତି ଧରାପଡ଼ିଛି: ମନ୍ତ୍ରୀ

ସେଥିରୁ ୫୬.୨୪ ଲକ୍ଷ ଟଙ୍କା ଅସୁଲ ହୋଇଛି ବୋଲି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉତ୍ତର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes