ରାଜ୍ୟର ପାଞ୍ଚଟି ସ୍ଥାନରେ ନଡ଼ିଆ ଚାଷୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ନଡ଼ିଆ ଚାଷର ବିକାଶ ପାଇଁ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ରାଜ୍ୟର ପାଞ୍ଚଟି ସ୍ଥାନରେ ଚାଷୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ଜଗତସିଂହପୁର ଜିଲ୍ଲାର ବାଲିକୁଦା, ପୁରୀ କୃଷି ବିକାଶ କେନ୍ଦ୍ର, ଖୋର୍ଦ୍ଧା ଉଦ୍ୟାନ କୃଷି ବିଦ୍ୟାଳୟ, କେନ୍ଦ୍ରାପଡ଼ା କୃଷି ବିକାଶ କେନ୍ଦ୍ର ଏବଂ ଭୁବନେଶ୍ୱର ଇମେଜ ଠାରେ ଏହି କାର୍ଯ୍ୟକ୍ରମ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes