ରାଜ୍ୟର ଆଉ ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ନିକଟରେ କଟକ ମେୟର ନିର୍ବାଚନ ନିର୍ବାଚିତ ହେବା ପରେ ସାଂସଦ ସୁବାଷ ସିଂ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ l ଖାଲି ଥିବା ସେହି ଆସନ ପାଇଁ ଉପନିର୍ବାଚନ ସକାଶେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି l ଗତକାଲି 3 ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l

ଏଥିପାଇଁଏ 26 ରୁ ଜୁନ 2 ପର୍ଯ୍ୟନ୍ତ ନାମାଙ୍କନ ହେବ l ଆବଶ୍ୟକ ହେଲେ ଜୁନ 13 ରେ ଭୋଟ ହେବ l ନିର୍ବାଚିତ ସଦସ୍ୟ 2026 ଏପ୍ରିଲ ପର୍ଯ୍ୟନ୍ତ ରହିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes