ରାଜ୍ୟରେ 488.16 ଲକ୍ଷ ଚାରା ରୋପଣ କରାଯିବ

ରାଜ୍ୟରେ ବିଭିନ୍ନ ବନିକରଣ ଯୋଜନାରେ 488.16 ଲକ୍ଷ ଚାରା ରୋପଣ କରାଯିବ ବୋଲି ଆଜି ଭୁବନେଶ୍ୱରର ବରମୁଣ୍ଡାରେ ଆୟୋଜିତ ରାଜ୍ୟସ୍ତରୀୟ ବନ ମହୋତ୍ସବ ଅବସରରେ ଅତିଥି ମାନେ କହିଛନ୍ତି l
ଏଥିପାଇଁ ଜନସାଧାରଣଙ୍କୁ 490.30 ଲକ୍ଷ ଚାରା ବିନା ମୁଲ୍ୟରେ ଯୋଗାଇ ଦିଆଯିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes