ରାଜ୍ୟରେ 12 କୋଭିଡ ଆକ୍ରାନ୍ତ ହସ୍ପିଟାଲରେ ଅଛନ୍ତି

ରାଜ୍ୟରେ ଏବେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଟେଷ୍ଟ ପଜିଟିଭିଟି ରେଟ 1% ରୁ କମ ରହିଛି ଏବଂ 5 ଶହରୁ ଅଧିକ ଆକ୍ରାନ୍ତ ଥିଲେ ମଧ୍ୟ ମାତ୍ର 12 ଜଣ ହସ୍ପିଟାଲରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ l

ଯେଉଁମାନଙ୍କର ଥଣ୍ଡା, କାଶ କିମ୍ବା ଅନ୍ୟାନ୍ୟ କୋଭିଡ ଲକ୍ଷଣ ଅଛି ସେମାନେ ପୁରୀ ନ ଯିବାକୁ ସେ ପରାମର୍ଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes