ରାଜ୍ୟରେ 10 ବର୍ଷରେ ମରିଛନ୍ତି 784 ହାତୀ

ରାଜ୍ୟରେ ବିଗତ 10 ବର୍ଷ ମଧ୍ୟରେ 784 ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଆଜି ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି l
ଏଥିରୁ 34 ଟି ହାତୀ ଶିକାର ହୋଇଥିବା ବେଳେ 36 ଟି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes