ରାଜ୍ୟରେ ମୋଟ ୧୨୦ ଗୋଟି ଶିଳ୍ପାଞ୍ଚଳ ରହିଛି: ବିଭାଗୀୟ ମନ୍ତ୍ରୀ

ଏହି ଶିଳ୍ପାଞ୍ଚଳ ଗୁଡିକରେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋ ୬୩୩୩ ଗୋଟି ଶିଳ୍ପ ସଂସ୍ଥାକୁ ୬୪୯୦.୬୩୮ ଏକର ଜମି ଲିଜ ସୂତ୍ରରୁ ଆବଣ୍ଟନ କରିଛି।

ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଦେବ ଲିଖିତ ଉତ୍ତର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes