ରାଜ୍ୟରେ ବିଷାକ୍ତ ମଦ ନେଇଛି ୫୦ ଜୀବନ: ବିଭାଗୀୟ ମନ୍ତ୍ରୀ

ବିଷାକ୍ତ ମଦ ପିଇ ଭଦ୍ରକରେ ୯ ଜଣ ପ୍ରାଣ ହରାଇଥିବା ବିଧାନସଭାରେ ଅବକାରୀ ମନ୍ତ୍ରୀ କହିଛନ୍ତି।

୨୦୧୧-୧୨ ମସିହାରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଲିଖିତ ଉତ୍ତର ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes