ରାଜ୍ୟରେ ନିର୍ମାଣ ହେବ 237 ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ

ରାଜ୍ୟରେ 237 ଟି ଆଦର୍ଶ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ ପ୍ରସ୍ତାବକୁ ସୋମବାର ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି l ପ୍ରତି ଛାତ୍ରାବାସ ପାଇଁ 4.22 କୋଟି ଖର୍ଚ୍ଚ ହେବ l ଏହା ତିନି ମହଲା ହେବ ଏବଂ ଶହେ ଶଯ୍ୟା ରହିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes