ରାଜ୍ୟରେ ଦୈନିକ କରୋନା ସଂକ୍ରମଣ 2 ଶହକୁ ଟପିଲା

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 204 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 18 ଜଣଙ୍କ ବୟସ 18 ବର୍ଷରୁ କମ l 119 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 85 ଜଣ ସ୍ଥାନୀୟ ସଂକ୍ରମିତ l
ରାଜ୍ୟରେ ଏବେ 872 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes