ରାଜ୍ୟରେ ଦିନକୁ ଚାରି ଜଣ ପାଣିରେ ବୁଡି ପ୍ରାଣ ହରାଉଛନ୍ତି

ବିଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ଦିନକୁ 4 ଜଣ ପାଣିରେ ବୁଡି ପ୍ରାଣ ହରାଇଥିବା ଆଜି ମନ୍ତ୍ରୀ ତୁଷାରକାନ୍ତ ବେହେରା ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ କହିଛନ୍ତି l
2016 ରୁ 2021 ମଧ୍ୟରେ ରାଜ୍ୟରେ 8506 ଜଣ ପାଣିରେ ବୁଡି ପ୍ରାଣ ହରାଇଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes