ରାଜ୍ୟରେ ଦିନକରେ 981 କରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ 981 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 166 ଜଣଙ୍କ ବୟସ 18 ବର୍ଷରୁ କମ l ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 575 ଜଣ କ୍ଵାରେଣ୍ଟାଇନରେ ଅଛନ୍ତି ଏବଂ 406 ଜଣ ସ୍ଥାନୀୟ ସଂକ୍ରମିତ l

ଏବେ ରାଜ୍ୟରେ 6632 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes