ରାଜ୍ୟରେ ଦିନକରେ 245 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ 245 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ 41 ଜଣଙ୍କ ବୟସ 18 ବର୍ଷରୁ କମ l
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 143 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 102 ଜଣ ସ୍ଥାନିୟା ସଂକ୍ରମିତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes