ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି

ରାଜ୍ୟର କଵତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବ ସୂଚନା ଦେଇଥିବା ବେଳେ ଆଜି ଭଦ୍ରକରେ 5 ମିଲିମିଟର, ଘଟଗାଁରେ 2.1 ଏବଂ କେନ୍ଦୁଝରରେ 0.7 ମିମି ବର୍ଷା ହୋଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes