ରାଜ୍ୟରେ ଏବେ ଅଛି 13 ଲକ୍ଷ ଡୋଜ କରୋନା ଟିକା : ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ ଆଜିଠାରୁ କରୋନାର ମାଗଣା ବୁଷ୍ଟର ଡୋଜ ଦିଆଯାଉଥିବା ବେଳେ 13 ଲକ୍ଷ ଡୋଜ ଟିକା ମହଜୁଦ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି l ଆଜି ଭୁବନେଶ୍ୱରର 19 ଟିକୁ ମିଶାଇ ରାଜ୍ୟର 2320 ଟି କେନ୍ଦ୍ରରେ ଟିକାକରଣ ଚାଲିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes