ରାଜ୍ୟରେ ଆଉ 8 କରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବଲାଙ୍ଗୀର, କନ୍ଧମାଳ, ଖୋର୍ଦ୍ଧା,ମୟୁରଭଞ୍ଜ ଓ ନୂଆପଡା ଜିଲ୍ଲାରେ 8 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଏବେ ରାଜ୍ୟରେ ମୋଟ 161 ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes