ରାଜ୍ୟରେ ଆଉ 18 କରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟାରେ କଟକ, ଖୋର୍ଦ୍ଧା, ନୂଆପଡା, ରାୟଗଡା, ସୁନ୍ଦରଗଡ଼ରେ 18 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏବେ ରାଜ୍ୟରେ ମୋଟ 131 କରୋନା ପଜିଟିଭ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes