ରାଜ୍ୟରେ ଆଉ 139 କୋଭିଡ଼ ଆକ୍ରାନ୍ତ ସୁସ୍ଥ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 139 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି l ଏ ପର୍ଯ୍ୟନ୍ତ ମୋଟ 12 ଲକ୍ଷ 80 ହଜାର 382 ଜଣ ସୁସ୍ଥ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes