ରାଜ୍ୟବ୍ୟାପୀ ବର୍ଷା ଜାରି, ଆଠ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ପ୍ରଭାବରେ ରାଜ୍ୟଵ୍ୟାପୀ ବର୍ଷା ଜାରି ରହିଛି l ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଅଧିକ ବର୍ଷା ହେଉଛି l
ପାଣିପାଗ ବିଭାଗ ପକ୍ଷରୁ ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଅତି ପ୍ରବଳ ବର୍ଷାର ଅରେଞ୍ଜ ୱାର୍ଣ୍ଣିଙ୍ଗ ଦେଇଛି l ଅନ୍ୟ 16 ଜିଲ୍ଲାକୁ ମଧ୍ୟ ଚେତାବନୀ ଦିଆଯାଇଛି l ସମସ୍ତ ବନ୍ଦରରେ ମଧ୍ୟ 3 ନମ୍ବର ବିପଦ ସଂକେତ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes