ରାଜ୍ୟପାଳଙ୍କୁ ଲୋକାୟୁକ୍ତ ଦେଲେ 2021ର ବାର୍ଷିକ ରିପୋର୍ଟ

ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ 2021ର ତୃତୀୟ ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି l

2021 ରେ କରୋନା ମହାମାରୀ ସତ୍ତ୍ୱେ 881 ଟି ମାମଲାର ଫଇସଲା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes