ରାଜସ୍ୱ ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଲୋକେ

ଚନ୍ଦକା ଉଦୟନଗର ଅଞ୍ଚଳରେ ବେଆଇନ ଭାବେ ସରକାର ଲୋକଙ୍କ ଘର ଭାଙ୍ଗୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଆଜି ଭୁବନେଶ୍ୱରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଘର ଘେରାଉ କରିଛନ୍ତି l

ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଏହି ଘେରାଉ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes