ରାଜସ୍ବ ବିଭାଗର ୨୦୪ ଗ୍ରାମରେ ହାଇଟେକ ସର୍ଭେ ନିଷ୍ପତ୍ତି

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଗତସିଂହପୁର, ଯାଜପୁର, କଳାହାଣ୍ଡି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 204 ଟି ଗ୍ରାମରେ ହାଇଟେକ ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି l

ଏସବୁ ଗ୍ରାମରେ ଜମିବାଡ଼ି ରେକର୍ଡର ବହୁ ପୁରୁଣା ସର୍ଭେ ଯୋଗୁଁ ଜନସାଧାରଣ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ପାଇବାରେ ସମସ୍ୟାରେ ପଡୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes