ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଖେଳ ବିଭାଗ ସହାୟତାରେ ରାଜଧାନୀରେ ୧୭ ଟି ସ୍କୁଲ ଖେଳ ପଡିଆ ଉନ୍ନତିକରଣ କରିବା ପାଇଁ ଚୟନ କରିଛି।
ସ୍ଥାନୀୟ ବାସିନ୍ଦା ଙ୍କ ଭିତରେ ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ତଥା ସ୍କୁଲ ବନ୍ଦ ବେଳେ ଖେଳ ପଡିଆର ବ୍ୟାପକ ବ୍ୟବହାର ପାଇଁ ଏହି ନିଷ୍ପତି ନିଆଯାଇଛି।