ରାଜଧାନୀରେ ସକାଳୁ ସନ୍ଧ୍ୟା ମଧ୍ୟରେ 10.9 ମିମି ବର୍ଷା

ଆଜି ସକାଳ ସାଢେ 8 ଟାରୁ ସନ୍ଧ୍ୟା ସାଢେ 5 ଟା ମଧ୍ୟରେ ଭୁବନେଶ୍ୱରରେ 10.9 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes