ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳର ଏକ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ମୃତ ଯୁବତୀ ପୁରୀ ଜିଲ୍ଲା ତରିପଦାଗଡ଼ର ହୋଇଥିବା ସୂଚନା ମିଳିଛି।
ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମିଳିଥିବା ସୂଚନା ମିଳିଛି।
Credible Local News of Odisha