ରାଜଧାନୀରେ ମାସ୍କ ନ ପିନ୍ଧିଲେ ଏଣିକି ଜରିମାନା

ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି l ଯେଉଁମାନେ ମାସ୍କ ନ ପିନ୍ଧିବେ ଜରିମାନା କଟାଯିବ ବୋଲି ଆଜି ମେୟର ତାଗିଦ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes