ରାଜଧାନୀରେ ଭିନ୍ନକ୍ଷମଙ୍କ ପାଇଁ ସେନସୋରୀ ପାର୍କ ଉଦ୍ଘାଟିତ

ରାଜଧାନୀ ଭୁବନେଶ୍ଵର ସହିଦ ନଗର ୩୦ ନମ୍ବର୍ ୱାର୍ଡ ଅଂଚଳରେ ନିର୍ମାଣ ହୋଇଥିବା ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟର ପ୍ରଥମ ସେନସୋରୀ ପାର୍କକୁ ଆଜି ମନ୍ତ୍ରୀ ଅଶୋକ ପଣ୍ଡା ଉଦ୍ଘାଟନ କରିଛନ୍ତି।

୨୦୧୭ରେ ଭୁବନେଶ୍ବର ଅର୍ବାନ ନଲେଜ୍ ସେଣ୍ଟର ଏହାର ଡିଜାଇନ୍ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes