ରାଜଧାନୀରେ ପାଳିତ ହେବ ରାଜ୍ୟସ୍ତରୀୟ ଗହ୍ମା ପର୍ବ

ଚଳିତ ବର୍ଷ ଠାରୁ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ପ୍ରତିବର୍ଷ ରାଜ୍ୟସ୍ତରୀୟ ଗହ୍ମା ପର୍ବ ପାଳନ କରିବାକୁ ନିଖିଳ ଉତ୍କଳ ପାଟରା ମହାସଭା ତରଫରୁ ନିଷ୍ପତ୍ତି ହୋଇଛି l ପ୍ରଥମ ଓ ଦ୍ଵିତୀୟ ବର୍ଷ କଟକ ଓ ଭୁବନେଶ୍ୱରର ପାଟରା ଗୋସେଇଁମାନଙ୍କ ତରଫରୁ ଏହା ଏକ ଦିନିକିଆ ପର୍ବ ଭାବେ ପାଳନ ହେବ l
ଏ ନେଇ ମହାସଭାର ସଦସ୍ୟ ମାନଙ୍କ ମଧ୍ୟରେ ଏକ ଆଲୋଚନା ହୋଇଯାଇଛି l ଉତ୍ସବ ସମ୍ପର୍କରେ ଅଧିକ ଯୋଗାଯୋଗ ପାଇଁ ଦେବେନ୍ଦ୍ର ପୃଷ୍ଟି – 9437036276 ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes