ରାଜଧାନୀରେ ଆଜି ବର୍ଷର ସର୍ବୋଚ୍ଚ ତାପମାତ୍ରା, 43.3 ଡିଗ୍ରୀ

ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା 43.3 ଡିଗ୍ରୀ ଥିଲା, ଯାହାକି ଏ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା l 2011 ମସିହା ପରଠାରୁ ଏହା ଏପ୍ରିଲ ମାସର ତୃତୀୟ ସର୍ବୋଚ୍ଚ ରେକର୍ଡ ତାପମାତ୍ରା l
ରଜଧାନୀରେ 2016 ଏପ୍ରିଲ 11 ରେ 45.8, 2019 ଏପ୍ରିଲ 16ରେ 43.7 ଏବଂ 2021 ଏପ୍ରିଲ 25ରେ 43.2 ଡିଗ୍ରୀ ତାପମାତ୍ରା ଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes