ରାଉରକେଲା ପୁଲିସ ହାତରେ ୨ ହାର୍ଡକୋର୍ ପିଏଲ୍ଏଫ୍ଆଇ ସଦସ୍ୟ

ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡରେ ଡକାୟତି, ଚୋରି, ହତ୍ୟା ଘଟଣାରେ ସଂପୃକ୍ତି ଥିବା ଅନୁମାନ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes