ରାଉରକେଲାର ନୂଆ ଏସପି ମିତ୍ରଭାନୁ ମହାପାତ୍ର

ରାଜ୍ୟ ସରକାର ଆଜି ଆଇପିଏସ ଅଦଳବଦଳ ପ୍ରକ୍ରିୟାରେ ରାଉରକେଲାର ଏସପି ଭାବେ ମିତ୍ରଭାନୁ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes