ରସୁଲଗଡ଼ରେ ପୁଣି ଦୁର୍ଘଟଣା, ଟ୍ରାଫିକ ଜାମ

ଆଜି ସନ୍ଧ୍ୟାରେ ରସୁଲଗଡ଼ ଛକରେ ଏକ ଟ୍ରକ ପଛରେ ଏକ ଟ୍ରକ ଧକ୍କା ଦେବାରୁ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି l

ଏହି ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେବ ସହ ଟ୍ରାଫିକ ଜାମ ହୋଇପଡିଛି l କିଛି ଦିନ ତଳେ ଏହି ଛକରେ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରଙ୍କ ଜୀବନ ଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes