ରବି ଧାନ ପଞ୍ଜୀକରଣ ୧୧ ପ୍ରତିଶତ ବୃଦ୍ଧି

ଚଳିତ ବର୍ଷ ରବି ଧାନ ସଂଗ୍ରହ ଆସନ୍ତା ମେ ୧ତାରିଖରୁ ଆରମ୍ଭ ହେବାକୁଥିବା ବେଳେ ସମୁଦାୟ ୨ଲକ୍ଷ ୫୭ହଜାର ୯୫୬ଜଣ ଚାଷୀ ଅନଲାଇନ ମାଧ୍ୟମରେ ପଞ୍ଜିକୃତ ହୋଇଛନ୍ତି ଏବଂ ଗତ ବର୍ଷ ରବି ଧାନ ତୁଳନାରେ ଏହି ବର୍ଷ ୧୧ ପ୍ରତିଶତ ପଞ୍ଜୀକରଣ ବୃଦ୍ଧି ପାଇଥିବା ଏକ ଖବରକାଗଜରେ ଖବର ପ୍ରକାଶ ହୋଇଛି ।

ଏଥି ମଧ୍ୟରୁ ୯୧ ହଜାର ୫ଜଣ ପ୍ରଥମ ଥର ପାଇଁ ପଞ୍ଜୀକରଣ କରିଛନ୍ତି ।ଗତ ଖରିଫ ଋତୁରେ ଚାଷ ଜମିର ଯାଞ୍ଚ ପାଇଁ। ପାଇଲଟ ପ୍ରକଳ୍ପ ଭାବରେ ସେଟଲାଇଟ ଇମେଜରି ମଧ୍ୟମରେ କରାଯାଇଥିବା ଯାଞ୍ଚକାର୍ଯ୍ୟର ସଫଳତାକୁ ଦୃଷ୍ଟିରେ ରଖି ରହିବର୍ଷ ମଧ୍ୟ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes