ରଥ ନିର୍ମାଣ ପାଇଁ କାଠ ଯୋଗାଇବାକୁ ଦାବି

ମୟୁରଭଞ୍ଜ ଜିଲ୍ଲା ବାରିପଦା ଆମ ଆଦମୀ ପାଟିର କର୍ମକର୍ତ୍ତା ତଥା ଜଗନ୍ନାଥ ଭକ୍ତ ବାରିପଦା ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଆଗକୁ ରଥ ପାଇଁ କାଠ ତଥା ରଥ ନିର୍ମାଣ ପାଇଁ ନିୟୋଜିତ ହେବା ନିର୍ମାଣକାରୀଙ୍କୁ ପାଣି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାପାଇଁ ଆଜି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes