ରଥ ନିର୍ମାଣ: ଦଣ୍ଡାରେ ଲଗା ହେଲା ମୁହାଣ୍ଟ

ପୁରୀରେ ରଥ ନିର୍ମାଣକୁ ଆଜି ୧ମାସ ପୂରିଥିବା ବେଳେ ତିନି ରଥର ପଞ୍ଚଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ପରୀକ୍ଷା ମୂଳକ ଭାବେ ସଂଯୋଗ କରାଯାଇଛି ।

ପାଞ୍ଚ ଦଣ୍ଡା ସହ ତାଳଧ୍ଵଜ ରଥ,ନନ୍ଦିଘୋଷ ରଥର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି । ଦେବଦଳନ ରଥର ପଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ଵ ଦଣ୍ଡା ନିର୍ମାଣ ଶେଷ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes