ରଥର ରଙ୍ଗ କାମ ଆରମ୍ଭ

ପୁରୀ ରଥନିର୍ମାଣର ତିନିରଥରେ ଲାଗିବାକୁ ଥିବା ପାର୍ଶ୍ୱ ଦେବଦେବୀଙ୍କ ରଙ୍ଗ କାର୍ଯ୍ୟ ଚିତ୍ରକର ସେବକ ମାନେ ଆରମ୍ଭ କରିଛନ୍ତି ଏବଂ ତିନି ରଥରେ ଧଳା ରଙ୍ଗ ଦିଆଯାଇଛି ।

ତିନିରଥର ତିନି ଭୁଇଁ ଉଠିବା ସହ ସଂଯୋଗ କାମ ଶେଷ ହୋଇଛି ଏହାସହ ତିନିରଥର ବଡ଼ ପୋଟଳ ଲାଗିବା କାମ ମଧ୍ୟ ଶେଷ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes