ରଥଯାତ୍ରା ପାଇଁ ରଥରେ ଚକ ଓ ଅଖ ସଂଲଗ୍ନ କରାଗଲା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଉଦଳା ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ରଥଖଳା ତଥା ରଥଛକ ନିକଟରେ ନିତିକାନ୍ତି ପୂଜାର୍ଚ୍ଚନା ସମ୍ପନ୍ନ ପରେ ମହାରଣା ସେବାୟତମାନଙ୍କ ସହାୟତାରେ ଶ୍ରୀଜୀଉଙ୍କ ରଥଚକରେ ଅଖଲାଗି କରାଯାଇଥିଲା ।

ଉଦଳା ପୂର୍ବତନ ବିଧାୟକ ଶ୍ରୀନାଥ ସରେନ, ବନମାଳୀ ବେହେରା, ଉଦଳା ଏନଏଏସିର ଅଧକ୍ଷା ପ୍ରମିଳା ପଣ୍ଡା, ୱାର୍ଡ ସଦସ୍ୟ ଧୀରେନ୍ଦ୍ର ଖଣ୍ଡେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes