ରଙ୍ଗତୂଳୀ କଳାକାର ଦେଲେ ୧୧ ଦଫା ଦାବି ପତ୍ର

ଆଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱର୍କର୍ସ ଆସୋସିଏସନ୍, କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ ରଙ୍ଗ ତୂଳୀ କଳାକାରଙ୍କୁ ଚିହ୍ନଟ କରି ସେମାନଙ୍କୁ ସହାୟତା ଦାବିରେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ସେମାନଙ୍କୁ ବର୍ଷ ତମାମ କାମ ଦେବା ସହ ସାମାଜିକ ସୁରକ୍ଷା, ଦୁର୍ଘଟଣା ଓ ମୃତ୍ୟୁ କାଳୀନ କ୍ଷୟକ୍ଷତିର ସହାୟତା, ୫୦ ବର୍ଷ ପରେ ପନ୍ଦର ହଜାର ପେନସନ ବ୍ୟବସ୍ଥା, ଠିକାଦାର ବଦଳରେ ସଂଘ ଜରିଆରେ କାମ ଯୋଗାଇଦେବା ଆଦି ୧୧ ଦଫା ଦାବି ଉପସ୍ଥାପନ କରି ଦାବି ପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes