ରକ୍ତଦାନ ଶିବିର ଅନୁଷ୍ଠିତ

ଅନଗୁଳ ଜିଲ୍ଲା ତାଳଚେର ବିଜେପି ପକ୍ଷରୁ ଆଜି ସ୍ଥାନୀୟ ଦେଉଳବେଡ଼ା ଠାରେ ପ୍ରଧାନମନ୍ତ୍ରୀଙ୍କ ୭୨ ତମ ଜନ୍ମ ଦିନ ସେବାପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିର କୁ ବିଜେପି ରାଜ୍ୟ ସମ୍ପାଦକ ଉଦଘାଟନ କରିଥିଲା ବେଳେ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ | ଏହି ରକ୍ତଦାନ ଶିବିର ରେ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes