ରକ୍ତଦାନ କରି ଜନ୍ମଦିନ ପାଳିଲେ ଜନାର୍ଦ୍ଦନ

ରକ୍ତଦାନ ମହାପୁଣ୍ୟ ହୋଇଥିବାରୁ ଆଜି ନିଜର ଜନ୍ମଦିନରେ ଜନାର୍ଦ୍ଦନ ଖମାରୀ ନାମକ ଜଣେ ଯୁବକ ବୁର୍ଲା ଭିମସାରକୁ ଯାଇ ସ୍ବେଚ୍ଛାକୃତ ରକ୍ତଦାନ କରି ନିଜ ଜନ୍ମଦିନ ପାଳନ କରିଛନ୍ତି ।

ଜନାର୍ଦ୍ଦନ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ବାଉଁଶୁଣି ଗ୍ରାମର ।ସେ ୧୪ଥର ରକ୍ତଦାନ କରିସାରିଥିବା ବେଳେ ଆଗକୁ ମଧ୍ୟ ମହତଦାନ ଲୋକଙ୍କ ସେବା ପାଇଁ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes