ଯୋଗୀମୁଣ୍ଡା ସମବାୟ ସମିତିର ସଭାପତି ହେଲେ ଯତି

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ତର ସଦ୍ଯ ପ୍ରକାଶିତ ଫଳ ଅନୁସାରେ ଯୋଗୀମୁଣ୍ଡା ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଭାବେ ଯତି ପଧାନ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes