ଯୁବକଙ୍କ ମୃତଦେହ ଠାବ; ହତ୍ୟା ସନ୍ଦେହ

ବଲାଙ୍ଗିର ଜିଲ୍ଲା ଟିକିରାପଡ଼ା ଫାଣ୍ଡି ଦେଓଗାଁ ଅଙ୍ଗନବାଡ଼ି କେନ୍ଦ୍ର ପାଖରୁ ମୃତଦେହ ଉଦ୍ଧାର ହୋଇଛି।

ମୁଣ୍ଡରେ ଆଘାତ ଲାଗିଥିବାରୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes