ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ୨ ନାବାଳକ ଅଟକ

କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ୧ନଂ ୱାର୍ଡ ଶାସ୍ତ୍ରୀ ନଗର ଅଂଚଳରେ ମାଆ ସହ ଅନୈତିକ ସମ୍ପର୍କ ପାଇଁ ଯୁବକକୁ ଦୁଇ ପୁଅ ଠେଙ୍ଗା ଓ ପାଇପରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

ମୃତକ ସିକନ୍ଦର ମହାକୁଡ଼ । ଯୋଡା ପୁଲିସ ୨ ନାବାଳକଙ୍କୁ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes