ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଶ୍ରୀନାଥପୁର ଗ୍ରାମ ବିଲ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି ।

ଗତକାଲି ରାତିରେ ଜୟପୁର ଗ୍ରାମର ଶୁବାସିଶ ବାରିକ ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଘରକୁ ଆସି ଫେରି ନଥିଲେ । ତେବେ ଆଜି ତାଙ୍କର ମୃତ ଦେହ ମିଳିବା ପରେ ପୁଲିସ ତଦନ୍ତ କରୁଛି ।ଟଙ୍କା ଧାର କୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳକୁ ନିଜେ ଏସପି ଯାଇ ତଦନ୍ତ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes