ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୨ ଗିରଫ

ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୨ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୁଲିସ।

ଗିରଫ ୨ଯୁବକ ବିମଳ ରାଉତ ଓ ପ୍ରିତମ୍‌ କଲେତ୍‌ ବୋଲି ସୂଚନା ମିଳିଛି।ଶୀତଳ ଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ଛୁରାମାଡ଼ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes